Search This Blog

ସର୍ପ ଦ୍ୱୀପ (Snake Island) Ilha da Queimada Grande

 








ଦୁନିଆରେ ଅନେକ ବିଚିତ୍ର ସ୍ଥାନ ଅଛି । ସେମାନଙ୍କ ମଧ୍ୟରୁ ଦକ୍ଷିଣ ଆମେରିକାରେ ବ୍ରାଜିଲ ଦେଶରେ ପୂର୍ବ ଭାଗରେ ଆଟଲାଣ୍ଟିକ ମହାସାଗରରେ ଏକ ଦ୍ୱୀପ ଅଛି ଯାହାର ନାମ ଇଲ୍ଲାହ ଡା କ୍ୱିମାଡା ଗ୍ରାଣ୍ଡେ ଯାହା ଏକ ସର୍ପ ଦ୍ୱୀପ ଅଟେ । ଏଠାରେ ପ୍ରତି ବର୍ଗମିଟରରେ ଏକରୁ ଦୁଇ ସାପ ରହୁଛନ୍ତି । ଏହି ଦ୍ଵୀପରେ ପୂର୍ବରୁ 4,30,000 ସାପ ବାସ କରୁଥିଲେ । ଏବେ କିଛି ମାତ୍ରାରେ ସାପର ସଂଖ୍ୟା କମିଯାଇଛି । ଏଠାରେ ଦୁଇରୁ ଚାରିହଜାର କେବଳ ଗୋଲଡେନ ଲେଞ୍ଚହେଡ଼ ସାପ ଅଛି । ଏତେ ସାପ ଥିବା ଯୋଗୁଁ ସାଓ ପାଓଲୋ ର ସରକାର ଏଠାକୁ ସାଧାରଣ ଜନତାଙ୍କୁ ଯିବା ନିଷଧ କରିଛି । ଏଠାକୁ କେବଳ ସରକାରୀ ଜଳ ସେନା ଓ ଗବେଷକମାନଙ୍କୁ ଅନୁମତି ମିଳିଛି । 2015ରେ ଡିସ୍କୋଭିରି ଚେନାଲକୁ ଏହି ଦ୍ୱୀପ ବିଷୟରେ ଡକୁମେଣ୍ଟାରୀ ଫିଲ୍ମ ବନେଇବା ପାଇଁ ଅନୁମତି ମିଳିଥିଲା ।


Golden Lenchead Snake

Post a Comment

0 Comments